କାହିଁ ରାମ କାହିଁ ରାମ ରାମ ପରି ରାଜ ନାହିଁ(Kahin Rama Kahin Rama Pari Raja Nahin-Lyrics in odia

Kahin Rama Kahin Rama Pari Raja Nahin-Lyrics in English (କାହିଁ ରାମ କାହିଁ ରାମ ରାମ ପରି ରାଜ ନାହିଁ)

କାହିଁ ରାମ କାହିଁ ରାମ ପରି ରାଜ ନାହିଁ, ଏହି ଓଡ଼ିଆ ପାରମ୍ପରିକ ଗୀତ ମୁଖ୍ୟତ୍ତମ ଭଗବାନ ରାଜା ରାମ ଏବଂ ମାତା ସୀତାରେ ନିହିଁ ହେବ ବିଶେଷ, ‘ରାମ ପରି ରାଜ ନାହିଁ’ ଗୀତଟି ପ୍ରତିଖ୍ୟା ପଟ୍ଟନାୟକ ଏବଂ କୃଷ୍ଣା ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଦ୍ୱାରା ଗାୟା ଗଏଥାଏ।

kahi-rama-kahi-raja-bhajan

Kahin Rama Kahin Rama Bhajan Details

Bhajan:କାହିଁ ରାମ କାହିଁ ରାମ
Singer:Pratikhya Pattnaik,Krishna Priyadarshini Acharya
Lyrics:Puratana
Lable:Sidharth Music

Read in – English

Lyrics- Kahin Rama Kahin Rama Pari Raja Nahin
ଗୀତ- କାହିଁ ରାମ କାହିଁ ରାମ ରାମ ପରି ରାଜ ନାହିଁ

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ଲକ୍ଷ୍ମଣ ପରା ଏ ଭାଇ
ଜାଗତେ ମିଲିବେ ନାହିଁ
ହନୁମାନ ପରି ଭକ୍ତ
କୋଟିଏ ରେ ଗୋଟେ ସେହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ହୋ କୌଶଲ୍ୟା ପରାୟେ ମାତା
ମୋ କର୍ମେ ଦେଲୁ ବିଧାତା
ଦଶରଥ ପରି ପିତା
ଦେବୁ ରେ ଭାଗ୍ୟ ବିଧାତା

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ଭରତ ପରାୟେ ଭାଇ
ଜାଗତେ ମିଲିବେ ନାହିଁ
ସବରି ପରି ତପସ୍ଵୀ
କୋଟିଏ ରେ ଗୋଟେରେ ଗୋଟେ ସେହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ସୃଗ୍ଗ୍ରିବ ପରାୟେ ବନ୍ଧୁ
ଜାଗତେ ମିଲିବେ ନାହିଁ
ଜଟାୟୁ ପରାୟେ ପଖି
କୋଟିୟେ ରେ ଗୋଟେ ସେହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ମଣ୍ଡୋଦରୀ ପରାୟେ ପତ୍ନୀ
ଜାଗତେ ମିଲିବେ ନାହିଁ
ରାବଣ କୁ ଧର୍ମ କଥା
ବୁଝାଇ ଥିଲେ ଯେ ସେହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ରାବଣ ପରାୟେ ସତ୍ରୁ
ଜାଗତେ ମିଲିବେ ନାହିଁ
କର୍ମ ଲଙ୍ଘନ କଲାରୁ
ମରଣ ଲାଭିଲା ସେହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ବିଜଟ ପରାୟେ ମାତା
ଜାଗତେ ମିଲିବେ ନାହିଁ
ଅଶୋକ ବନ ରେ ରାହି
ସିତା ଙ୍କୁ ଜାଗିଲେ ସେହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

କାଏକେଇ ପରାୟେ ମାତା
କର୍ମେ ନା ଦାବୁ ବିଧାତା
ମନ୍ଥରା ପରି ପସାଣି
କଲା ଧର୍ମ କିଛି ନାହି

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

ବିଭିଷଣ ପରାୟେ ଭକ୍ତ
ଜାଗତେ ମିଲିବେ ନାହିଁ
ଅଯୋଧ୍ୟା ପରି ନଗରୀ
କୋଟିୟେ ରେ ଗୋଟେ ସେହି

ହରେ କୃଷ୍ଣ ହରେ ରାମ
ଭଜୁଥା ରେ ମୁଢ଼ ମନ
ଭବ ସିନ୍ଧୁ ପରି କରି
ଦେବେ ପ୍ରଭୁ ମଗମନ

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

କାହିଁ ରାମ କାହିଁ ରାମ
ରାମ ପରି ରାଜ ନାହିଁ
କାହିଁ ସିତା କାହିଁ ସିତା
ସିତା ପରି ସତୀ ନାହିଁ

Leave a Comment