ହନୁମାନ୍ ଚାଳିସାକୁ ୧୬ତମ ଶତାବ୍ଦୀରେ ଗୋସ୍ୱାମୀ ତୁଳସୀଦାସ ଲେଖିଥିଲେ। ଏହା ଭଗବାନ ହନୁମାାନଙ୍କୁ ଉତ୍ସର୍ଗ କରାଯାଇଥିବା ଏକ ଅୱଧି ଭାଷାର କାବ୍ୟାତ୍ମକ ରଚନା। ଏହି କୃତିରେ ୪୩ଟି ଛନ୍ଦ ରହିଛି – ଦୁଇଟି ପରିଚୟାତ୍ମକ ଦୋହା, ୪୦ଟି ଚୌପାଇ ଏବଂ ଶେଷରେ ଏକ ଦୋହା। ହନୁମାନ୍ ଚାଳିସାରେ ମୋଟ ୪୧୮ଟି ଶବ୍ଦ ବ୍ୟବହୃତ ହୋଇଛି। ଏଥିରେ ମୋଟ ୧୦୪୧ଟି ଅକ୍ଷର ରହିଛି। ହନୁମାନ୍ ଚାଳିସା ପାଠ କରିବା ବେଳେ ୧୦ଥର “ପ୍ରଭୁ ଶ୍ରୀରାମ” ନାମର ଉଲ୍ଲେଖ ମିଳିଥାଏ। ପ୍ରଥମ ପରିଚୟାତ୍ମକ ଦୋହା ‘ଶ୍ରୀ ଗୁରୁ’ ଶବ୍ଦରେ ଆରମ୍ଭ ହୁଏ, ଯାହା ଶିବଙ୍କୁ ସୂଚିତ କରେ, ଯିଁହାକୁ ହନୁମାନଙ୍କ ଗୁରୁ ବୋଲି ମାନାଯାଏ।ପ୍ରଥମ ଦଶଟି ଚୌପାଇରେ ହନୁମାନଙ୍କ ଶୁଭ ରୂପ, ଜ୍ଞାନ, ଗୁଣ, ଶକ୍ତି ଓ ସୌର୍ଯ୍ୟର ବିବରଣୀ ମିଳିଥାଏ। ଏଗାରଠରୁ ବୀଶ ଚୌପାଇରେ ରାମଙ୍କ ସେବାରେ ହନୁମାନଙ୍କ କାର୍ଯ୍ୟର ବର୍ଣ୍ଣନା ଅଛି। ଏଥିରେ ଏଗାରଠରୁ ପନ୍ଦର ଚୌପାଇରେ ଲକ୍ଷ୍ମଣଙ୍କୁ ପୁନର୍ଜୀବିତ କରିବାରେ ହନୁମାନଙ୍କ ଭୂମିକା ଉଲ୍ଲେଖ କରାଯାଇଛି।
୨୧ତମ ଚୌପାଇରେ ତୁଳସୀଦାସ ହନୁମାନଙ୍କ କୃପା ଆବଶ୍ୟକତା ବିଷୟରେ କହିଛନ୍ତି। ଶେଷରେ, ତୁଳସୀଦାସ ଶୂକ୍ଷ୍ମ ଭକ୍ତି ସହିତ ହନୁମାନଙ୍କୁ ପ୍ରଣାମ କରନ୍ତି। ଶେଷ ଦୋହାରେ ପୁଣିଥରେ ହନୁମାନଙ୍କୁ ଅନୁରୋଧ କରାଯାଏ ଯେ ସେ ଶ୍ରୀରାମ, ଲକ୍ଷ୍ମଣ ଓ ମା ସୀତା ସହିତ ହୃଦୟରେ ବାସ କରନ୍ତୁ।
Read in – English / हिन्दी / मराठी / বাংলা
ଚାଳିସା : ଶ୍ରୀ ହନୁମାନ୍ ଚାଳିସା ଗୀତର ଶବ୍ଦାବଳୀ (Hanuman Chalisa Lyrics In Odia)
॥ ଦୋହା ॥
ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜମନ ମୁକୁର ସୁଧାରି ।
ଵରଣୌ ରଘୁଵର ଵିମଲୟଶ ଜୋ ଦାୟକ ଫଲଚାରି ।।
ବୁଦ୍ଧିହୀନ ତନୁଜାନିକୈ ସୁମିରୌ ପଵନ କୁମାର ।
ବଲ ବୁଦ୍ଧି ଵିଦ୍ୟା ଦେହୁ ମୋହି ହରହୁ କଲେଶ ଵିକାର ।।
॥ ଚୌପାଈ ॥
ଜୟ ହନୁମାନ ଜ୍ଞାନ ଗୁଣ ସାଗର ।
ଜୟ କପୀଶ ତିହୁ ଲୋକ ଉଜାଗର ।। 1 ।।
ରାମଦୂତ ଅତୁଲିତ ବଲଧାମା ।
ଅଂଜନି ପୁତ୍ର ପଵନସୁତ ନାମା ।। 2 ।।
ମହାଵୀର ଵିକ୍ରମ ବଜରଙ୍ଗୀ ।
କୁମତି ନିଵାର ସୁମତି କେ ସଙ୍ଗୀ ।। 3 ।।
କଂଚନ ଵରଣ ଵିରାଜ ସୁଵେଶା ।
କାନନ କୁଂଡଲ କୁଂଚିତ କେଶା ।। 4 ।।
ହାଥଵଜ୍ର ଔ ଧ୍ଵଜା ଵିରାଜୈ ।
କାଂଥେ ମୂଂଜ ଜନେଵୂ ସାଜୈ ।। 5 ।।
ଶଂକର ସୁଵନ କେସରୀ ନନ୍ଦନ ।
ତେଜ ପ୍ରତାପ ମହାଜଗ ଵନ୍ଦନ ।। 6 ।।
ଵିଦ୍ୟାଵାନ ଗୁଣୀ ଅତି ଚାତୁର ।
ରାମ କାଜ କରିଵେ କୋ ଆତୁର ।। 7 ।।
ପ୍ରଭୁ ଚରିତ୍ର ସୁନିଵେ କୋ ରସିୟା ।
ରାମଲଖନ ସୀତା ମନ ବସିୟା ।। 8 ।।
ସୂକ୍ଷ୍ମ ରୂପଧରି ସିୟହି ଦିଖାଵା ।
ଵିକଟ ରୂପଧରି ଲଂକ ଜରାଵା ।। 9 ।।
ଭୀମ ରୂପଧରି ଅସୁର ସଂହାରେ ।
ରାମଚଂଦ୍ର କେ କାଜ ସଂଵାରେ ।। 10 ।।
ଲାୟ ସଂଜୀଵନ ଲଖନ ଜିୟାୟେ ।
ଶ୍ରୀ ରଘୁଵୀର ହରଷି ଉରଲାୟେ ।। 11 ।।
ରଘୁପତି କୀନ୍ହୀ ବହୁତ ବଡାୟୀ ।
ତୁମ ମମ ପ୍ରିୟ ଭରତହି ସମ ଭାୟୀ ।। 12 ।।
ସହସ ଵଦନ ତୁମ୍ହରୋ ୟଶଗାଵୈ ।
ଅସ କହି ଶ୍ରୀପତି କଣ୍ଠ ଲଗାଵୈ ।। 13 ।।
ସନକାଦିକ ବ୍ରହ୍ମାଦି ମୁନୀଶା ।
ନାରଦ ଶାରଦ ସହିତ ଅହୀଶା ।। 14 ।।
ୟମ କୁବେର ଦିଗପାଲ ଜହାଂ ତେ ।
କଵି କୋଵିଦ କହି ସକେ କହାଂ ତେ ।। 15 ।।
ତୁମ ଉପକାର ସୁଗ୍ରୀଵହି କୀନ୍ହା ।
ରାମ ମିଲାୟ ରାଜପଦ ଦୀନ୍ହା ।। 16 ।।
ତୁମ୍ହରୋ ମନ୍ତ୍ର ଵିଭୀଷଣ ମାନା ।
ଲଂକେଶ୍ୱର ଭୟେ ସବ ଜଗ ଜାନା ।। 17 ।।
ୟୁଗ ସହସ୍ର ୟୋଜନ ପର ଭାନୂ ।
ଲୀଲ୍ୟୋ ତାହି ମଧୁର ଫଲ ଜାନୂ ।। 18 ।।
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀ ।
ଜଲଧି ଲାଂଘି ଗୟେ ଅଚରଜ ନାହୀ ।। 19 ।।
ଦୁର୍ଗମ କାଜ ଜଗତ କେ ଜେତେ ।
ସୁଗମ ଅନୁଗ୍ରହ ତୁମ୍ହରେ ତେତେ ।। 20 ।।
ରାମ ଦୁଆରେ ତୁମ ରଖଵାରେ ।
ହୋତ ନ ଆଜ୍ଞା ବିନୁ ପୈସାରେ ।। 21 ।।
ସବ ସୁଖ ଲହୈ ତୁମ୍ହାରୀ ଶରଣା ।
ତୁମ ରକ୍ଷକ କାହୂ କୋ ଡର ନା ।। 22 ।।
ଆପନ ତେଜ ତୁମ୍ହାରୋ ଆପୈ ।
ତୀନୋଂ ଲୋକ ହାଂକ ତେ କାଂପୈ ।। 23 ।।
ଭୂତ ପିଶାଚ ନିକଟ ନହି ଆଵୈ ।
ମହଵୀର ଜବ ନାମ ସୁନାଵୈ ।। 24 ।।
ନାସୈ ରୋଗ ହରୈ ସବ ପୀରା ।
ଜପତ ନିରଂତର ହନୁମତ ଵୀରା ।। 25 ।।
ସଂକଟ ସେଂ ହନୁମାନ ଛୁଡାଵୈ ।
ମନ କ୍ରମ ଵଚନ ଧ୍ୟାନ ଜୋ ଲାଵୈ ।। 26 ।।
ସବ ପର ରାମ ତପସ୍ଵୀ ରାଜା ।
ତିନକେ କାଜ ସକଲ ତୁମ ସାଜା ।। 27 ।।
ଔର ମନୋରଧ ଜୋ କୋୟି ଲାଵୈ ।
ତାସୁ ଅମିତ ଜୀଵନ ଫଲ ପାଵୈ ।। 28 ।।
ଚାରୋ ୟୁଗ ପରିତାପ ତୁମ୍ହାରା ।
ହୈ ପରସିଦ୍ଧ ଜଗତ ଉଜିୟାରା ।। 29 ।।
ସାଧୁ ସନ୍ତ କେ ତୁମ ରଖୱାରେ ।
ଅସୁର ନିକନ୍ଦନ ରାମ ଦୁଲାରେ ।। 30 ।।
ଅଷ୍ଠସିଦ୍ଧି ନଵ ନିଧି କେ ଦାତା ।
ଅସ ଵର ଦୀନ୍ହ ଜାନକୀ ମାତା ।। 31 ।।
ରାମ ରସାୟନ ତୁମ୍ହାରେ ପାସା ।
ସାଦ ରହୋ ରଘୁପତି କେ ଦାସା ।। 32 ।।
ତୁମ୍ହରେ ଭଜନ ରାମକୋ ପାଵୈ ।
ଜନ୍ମ ଜନ୍ମ କେ ଦୁଖ ବିସରାଵୈ ।। 33 ।।
ଅଂତ କାଲ ରଘୁଵର ପୁରଜାୟୀ ।
ଜହାଂ ଜନ୍ମ ହରିଭକ୍ତ କହାୟୀ ।। 34 ।।
ଔର ଦେଵତା ଚିତ୍ତ ନ ଧରୟୀ ।
ହନୁମତ ସେୟି ସର୍ଵ ସୁଖ କରୟୀ ।। 35 ।।
ସଂକଟ କଟୈ ମିଟୈ ସବ ପୀରା ।
ଜୋ ସୁମିରୈ ହନୁମତ ବଲ ଵୀରା ।। 36 ।।
ଜୈ ଜୈ ଜୈ ହନୁମାନ ଗୋସାୟୀ ।
କୃପା କରୋ ଗୁରୁଦେଵ କୀ ନାୟୀ ।। 37 ।।
ଜୋ ଶତ ଵାର ପାଠ କର କୋୟୀ ।
ଛୂଟହି ବନ୍ଦି ମହା ସୁଖ ହୋୟୀ ।। 38 ।।
ଜୋ ୟହ ପଡୈ ହନୁମାନ ଚାଲୀସା ।
ହୋୟ ସିଦ୍ଧି ସାଖୀ ଗୌରୀଶା ।। 39 ।।
ତୁଲସୀଦାସ ସଦା ହରି ଚେରା ।
କୀଜୈ ନାଥ ହୃଦୟ ମହ ଡେରା ।। 40 ।।
|| ଦୋହା ||
ପଵନ ତନୟ ସଙ୍କଟ ହରଣ – ମଙ୍ଗଳ ମୂରତି ରୂପ ।
ରାମ ଲଖନ ସୀତା ସହିତ – ହୃଦୟ ବସହୁ ସୁରଭୂପ ।।
ସିୟାଵର ରାମଚନ୍ଦ୍ରକୀ ଜୟ ।
ପଵନସୁତ ହନୁମାନକୀ ଜୟ ।
ବୋଲୋ ଭାୟୀ ସବ ସନ୍ତନକୀ ଜୟ ।